ଲୋକାର୍ପିତ ହେଲା ନୂଆ ଟିଭି ଚ୍ୟାନେଲର ଲୋଗୋ

August 16, 2020 Radio Lovebird 0

ଭୁବନେଶ୍ୱର: ଆସୁଛି ନୂଆ ଓଡ଼ିଆ ସ୍ୟାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ ‘ବଡ଼ ଖବର’ | ସ୍ୱାଧୀନତା ଦିବସରେ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏହାର ଲୋଗୋ ଲୋକାର୍ପିତ ହୋଇଛି | ‘ବଡ଼ ଖବର’ ଓଡ଼ିଶାବାସୀଙ୍କ ମୁଖପାତ୍ର ହେବ ବୋଲି […]

ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ …

July 27, 2020 Radio Lovebird 0

ଅଭିନେତ୍ରୀ ଦୀପା ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି I ଆଲବମ କୁଇନ ଭାବରେ ପରିଚିତ ଦୀପା ଶତାଧିକ ଆଲବମ ଓ ଚଳଚିତ୍ର ରେ ସେ ଅଭିନୟ କରିଥିଲେ […]

ତୁମେ ମୋର କିଏ … କବି :- ସୋମ୍ୟଶ୍ରୀ ପାଣିଗ୍ରାହୀ

July 27, 2020 Radio Lovebird 0

କୁହ* ତୁମେ ମୋର କିଏ ଯେ,କାହିଁକି ଏତେ ମନେପଡ଼..ତୁମ ଅବର୍ତ୍ତମାନ ରେ,ଠିକଣା ମୋ, ଯାଇଛି ବଦଳି,ଆଖି ଖୋଲୁନଥିବା ଚଢ଼େଇଟେ ପରି,କାନ୍ଦୁଛି ମୁଁ.. ଗୁମୁରି ଗୁମୁରି..!! ତୁମେ ସିନା ଚାଲିଗଲ,ଶ୍ୟାମଳ ସମ୍ପର୍କକୁ ଜଳାଞ୍ଜଳି ଦେଇ,ସ୍ୱପ୍ନିଳ ସମୟକୁ […]

ଅନ୍ତରର ସ୍ଵର…

July 21, 2020 Radio Lovebird 0

ଏ ରଙ୍ଗହୀନ ଜୀବନରେଜାଣେନା କେଵେ ଫଗୁ ଉଡିବମନର ଅକୁହା କାହାଣୀ କୁନିଜେ ପଢିଵାକୁ ଚେଷ୍ଟା କରିଅସମର୍ଥ ହୋଇଛିଵୋକିଟେ ପରି ଚାହିଁ ରହିଛିଏ ନିସ୍ତଵ୍ଧ ଆକାଶକୁ କାହାକୁ କହିବି ଆଜି ?ସୁଖ ଖୋଜୁ ଖୋଜୁ ଦୁଃଖର […]