RJ ANU ଙ୍କ ନୂଆ ଭଜନ ମତୁଆଲା କଲା ଓଡ଼ିଆ ଭଜନ ପ୍ରେମୀଙ୍କୁ

ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ RJ ANU ଙ୍କ ନୂଆ ଭଜନ ମତୁଆଲା କଲା ଓଡ଼ିଆ ଭଜନ ପ୍ରେମୀଙ୍କୁ I ଆର୍ଜେ ଅନୁ ଗାଇଥିବା ଅନ୍ୟ ସବୁ ଗୀତ ଠାରୁ ଏହି ଗୀତଟି ବେଶ ସ୍ୱତନ୍ତ ଶୈଳୀର ହୋଇଥିବାର ପରିଲକ୍ଷିତ ହେଉଛି I ଏହି ଗୀତଟି ଆପଣବି ଶୁଣିଲେ ନିଶ୍ଚୟ ଭାବରେ ଆଉଥରେ ଶୁଣିବାକୁ ଇଛାକରିବେ I ମା ଶାରଳାଙ୍କର ଏହି ଭଜନଟିକୁ ନର୍ମଦା ସାହୁ ଲେଖିଛନ୍ତି I

Spread the love

1 Comment

  1. Always I admire your style of singing &excellent expression. I pray maa Sarala for your bright future. Very Nice Bhajan of maa sarala

Leave a Reply

Your email address will not be published.


*