
ସବୁବେଳେ ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ଲୋକଙ୍କ ପାଖରେ ଠିଆ ହେଉଥିବା ଯୁବ ସମାଜସେବୀ ରାକେଶ ତ୍ରିପାଠୀ ପୁଣି ଏବେ ଚର୍ଚ୍ଚାରେ I ସବୁବେଳେ ନିଜ ତରିକାରେ ନିଜେ ଲୋକଙ୍କ ନିକଟ ତର ହେବାକୁ ସକ୍ଷମ ହୋଇ ପାରିଥିବା ରାକେଶ ଏବେ ଟିକେ ନିଆରା ଉଦାହରଣ ସୃଷ୍ଟି କରି ଛନ୍ତି ନିଜ ଅଂଚଳ ରେ I ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲ ନେବାରେ ସେ ସହାୟତା କରିଥିଲେ I ଏହି ଘଟଣା ପରେ ଜଣା ପଡିଥିଲା ଯେ ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ଥିଲେ Iଏହି ଘଟଣା ଜଣ ପଡିବା ପରେ ରାକେଶ ନିଜ ଘର ଠାରୁ ଦୂରରେ ଏବେ ପେଡ କ୍ଵାରେଣ୍ଟାଇନ ଅଛନ୍ତି Iଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ରାକେଶଙ୍କର ଏଭଳି କାମ ପାଇଁ ସବୁଠି ରାକେଶଙ୍କ ପ୍ରସଂଶା ଶୁଣିବାକୁ ମିଳୁଛି I
Leave a Reply