
ଅଭିନେତ୍ରୀ ଦୀପା ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି I ଆଲବମ କୁଇନ ଭାବରେ ପରିଚିତ ଦୀପା ଶତାଧିକ ଆଲବମ ଓ ଚଳଚିତ୍ର ରେ ସେ ଅଭିନୟ କରିଥିଲେ I କିଛିଦିନ ଧରି ସେ ଚିକିତ୍ସା ହୋଇଆସୁଥିବାର ଜଣାପଡ଼ିଛି I ତୁ ଟାଇଁ ଟାଇଁ ଖରାବେଳରେ , ତୋର କୃଷ୍ଣଚୂଡ଼ାରଙ୍ଗର ନାଲି ଓଢଣୀ ଏବଂ ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା ଭଳି ଅନେକ ଲୋକପ୍ରିୟ ଗୀତରେ ସେ ଅଭିନୟ କରିଥିଲେI
Leave a Reply