ଚର୍ଚ୍ଚାରେ ବଡ଼ ଖବର I

August 25, 2020 Radio Lovebird 0

ବଡ଼ ଖବର କେବେ ଆସିବ କେବେ ଆସିବ ଏବେ ସବୁଠି ଚର୍ଚ୍ଚା ଲାଗିରହିଛି I ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ନୂଆ ସାଟେଲାଇଟ ଚ୍ୟାନେଲ ବଡ ଖବର କୁ ନେଇ ଲୋକ ମାନେ ଖୁବ ଉତ୍ସାହିତ […]

ଖେଳନା…ସୁଵଳ ମହାପାତ୍ର

August 25, 2020 Radio Lovebird 0

ବସଟି, ତା’ର ଚିରାଚରିତ ଢଙ୍ଗ ରେ ପେଂକାଳୀ ବଜେଇ ଯିବାର ସୂଚନା ଦେଲା। ନାଇଟ କୋଚ୍, ସ୍ଲିପର ଆଉ ସିଟର। ତଳେ ବସିବା ପାଇଁ କିଛି ସିଟ, ତା ସହ ପଛ ଆଡକୁ ଶୋଇବା […]

ସବୁଠି ଏବେ ରାକେଶଙ୍କ ପ୍ରସଂଶା I

August 24, 2020 Radio Lovebird 0

ସବୁବେଳେ ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ଲୋକଙ୍କ ପାଖରେ ଠିଆ ହେଉଥିବା ଯୁବ ସମାଜସେବୀ ରାକେଶ ତ୍ରିପାଠୀ ପୁଣି ଏବେ ଚର୍ଚ୍ଚାରେ I ସବୁବେଳେ ନିଜ ତରିକାରେ ନିଜେ ଲୋକଙ୍କ ନିକଟ ତର ହେବାକୁ […]

‘ବଡ଼ ଖବର’ ଲୋକଙ୍କ ଚ୍ୟାନେଲ: ଅର୍ଦ୍ଧେନ୍ଦୁ

August 16, 2020 Radio Lovebird 0

ଭୁବନେଶ୍ୱର: ଆସୁଛି ନୂଆ ଓଡ଼ିଆ ସ୍ୟାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ ‘ବଡ଼ ଖବର’ | ସ୍ୱାଧୀନତା ଦିବସରେ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏହାର ଲୋଗୋ ଲୋକାର୍ପିତ ହୋଇଛି | ‘ବଡ଼ ଖବର’ ଓଡ଼ିଶାବାସୀଙ୍କ ମୁଖପାତ୍ର ହେବ ବୋଲି […]

ଲୋକାର୍ପିତ ହେଲା ନୂଆ ଟିଭି ଚ୍ୟାନେଲର ଲୋଗୋ

August 16, 2020 Radio Lovebird 0

ଭୁବନେଶ୍ୱର: ଆସୁଛି ନୂଆ ଓଡ଼ିଆ ସ୍ୟାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ ‘ବଡ଼ ଖବର’ | ସ୍ୱାଧୀନତା ଦିବସରେ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏହାର ଲୋଗୋ ଲୋକାର୍ପିତ ହୋଇଛି | ‘ବଡ଼ ଖବର’ ଓଡ଼ିଶାବାସୀଙ୍କ ମୁଖପାତ୍ର ହେବ ବୋଲି […]

କେବେ …

August 6, 2020 Radio Lovebird 0

କେବେ ଶୁଣିଛଦୁଃଖର ଗଜଲକେବେ ଆଂକିଛଲୁହର ସ୍କେଚ୍କେବେ ପଢିଛକୋହର ସନେଟ୍ ? ଏଇତ ଫେରିଛି ସନାମା’ମାଟିରେ ହାମୁଡେଇ ପଡିଥିବାଚଟିଘରେ ଏକାଏକା ବିକୁଛି ଦୁଃସ୍ବପ୍ନଫୁଟୁଛି ଭାତ ପରି ଭୋକସାଇତିଛି ସଂପତ୍ତିସୁଖ ପରି ଦୁଃଖ ାା ଅରମା ଅଗଣାରେଛିଡା […]