ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ …

July 27, 2020 Radio Lovebird 0

ଅଭିନେତ୍ରୀ ଦୀପା ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି I ଆଲବମ କୁଇନ ଭାବରେ ପରିଚିତ ଦୀପା ଶତାଧିକ ଆଲବମ ଓ ଚଳଚିତ୍ର ରେ ସେ ଅଭିନୟ କରିଥିଲେ […]

ତୁମେ ମୋର କିଏ … କବି :- ସୋମ୍ୟଶ୍ରୀ ପାଣିଗ୍ରାହୀ

July 27, 2020 Radio Lovebird 0

କୁହ* ତୁମେ ମୋର କିଏ ଯେ,କାହିଁକି ଏତେ ମନେପଡ଼..ତୁମ ଅବର୍ତ୍ତମାନ ରେ,ଠିକଣା ମୋ, ଯାଇଛି ବଦଳି,ଆଖି ଖୋଲୁନଥିବା ଚଢ଼େଇଟେ ପରି,କାନ୍ଦୁଛି ମୁଁ.. ଗୁମୁରି ଗୁମୁରି..!! ତୁମେ ସିନା ଚାଲିଗଲ,ଶ୍ୟାମଳ ସମ୍ପର୍କକୁ ଜଳାଞ୍ଜଳି ଦେଇ,ସ୍ୱପ୍ନିଳ ସମୟକୁ […]

ଭାରତର ପ୍ରଥମ ଯୁଦ୍ଧ ବିମାନ ଚାଳକ: ଇନ୍ଦ୍ରଲାଲ ରାୟ

July 22, 2020 Radio Lovebird 0

 ଭାରତର ପ୍ରଥମ ଯୁଦ୍ଧ ବିମାନ ଚାଳକ: ଇନ୍ଦ୍ରଲାଲ ରାୟ ଯୁଦ୍ଧ ବିମାନ ବା ଫାଇଟର୍‌ ଏଆର୍‌କ୍ରାଫ୍‌ଟ ଚଳାଇଥିବା ପ୍ରଥମ ଭାରତୀୟ ପାଇଲଟ୍‌ ହେଉଛନ୍ତି ଇନ୍ଦ୍ରଲାଲ ରାୟ(ଜନ୍ମ: ୨ ଡିସେମ୍ବର୍‌ ୧୮୯୮; ମୃତ୍ୟୁ: ୨୨ ଜୁଲାଇ […]

No Image

ପଲ୍‌ ରଏଟସ୍

July 21, 2020 Radio Lovebird 0

ପଲ୍‌ ଜୁଲିୟସ୍‌ ଫ୍ରାଇହାର୍‌ ଭନ୍‌ ରଏଟସ୍‌ ‘ରଏଟସ୍‌’ ସମ୍ବାଦ ସ˚ଗ୍ରହ-ବିତରଣ ସ˚ସ୍ଥା ପ୍ରତିଷ୍ଠା କରିଥିଲେ। ଜର୍ମାନିର କାସେଲ୍‌ରେ ଏକ ଇହୁଦି ପରିବାରରେ ୨୧ ଜୁଲାଇ ୧୮୧୬ରେ ତାଙ୍କର ଜନ୍ମ ହୋଇଥିଲା। ଆଦ୍ୟ-ଯୌବନରେ ସେ ଗୋଟିଏ […]

ଅନ୍ତରର ସ୍ଵର…

July 21, 2020 Radio Lovebird 0

ଏ ରଙ୍ଗହୀନ ଜୀବନରେଜାଣେନା କେଵେ ଫଗୁ ଉଡିବମନର ଅକୁହା କାହାଣୀ କୁନିଜେ ପଢିଵାକୁ ଚେଷ୍ଟା କରିଅସମର୍ଥ ହୋଇଛିଵୋକିଟେ ପରି ଚାହିଁ ରହିଛିଏ ନିସ୍ତଵ୍ଧ ଆକାଶକୁ କାହାକୁ କହିବି ଆଜି ?ସୁଖ ଖୋଜୁ ଖୋଜୁ ଦୁଃଖର […]

ଚିତାଲାଗି ଅମାବାସ୍ୟା

July 21, 2020 Radio Lovebird 0

ଚିତାଲାଗି ଅମାବାସ୍ୟା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତାଲାଗି […]

ଫେସବୁକ ପ୍ରେମ …

July 18, 2020 Radio Lovebird 0

ଫେସବୁକରେ ପ୍ରେମ କରିବା ଶାଦି ଡଟ କମ୍ କି ଓଡିଆ ମାଟ୍ରିମୋନିରେ ଚକଚକ୍ ଜୀବନସାଥୀ ଚୟନ କରିବା ପରି ! ଯଦି ସୋସିଆଲ୍ ମିଡିଆରେ କାହା ସହ ପ୍ରେମ କରୁଛନ୍ତି ବିବାହ କରିବାର ସ୍ୱପ୍ନ […]

ଜହ୍ନରେ ମୋ ପ୍ରେମିକା

July 17, 2020 Radio Lovebird 0

ନିଜ ହାତରେ ନିଜ ପସନ୍ଦର ପ୍ରେମିକା ଗୋଟେ ତିଆରି କରିବା ପାଇଁ ବହୁତ ସମୟ ଲାଗେନା ! ଧ୍ରୁମିତାଭ୍ ସେଦିନ କଲେଜ୍ ଫେରିବା ବାଟରେ ରୟାଲ୍ ଏନଫିଲଡକୁ ଠେସ ଦେଇ ହଜିବାକୁ ବସିଥିଲା ବୟସ […]

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

July 16, 2020 Radio Lovebird 0

ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିଲା ୧୯୫୮ରେ। ଏଥି ପାଇଁ କେନ୍ଦ୍ର ସ˚ଗୀତ ନାଟକ ଏକାଡେମି ଯେଉଁ ମହାନ୍‌ ଓଡ଼ିଆଙ୍କ ଯୁକ୍ତିକୁ ଗ୍ରହଣ କରିଥିଲା, ସେ ହେଉଛନ୍ତି ‘କବିଚନ୍ଦ୍ର’ କାଳୀଚରଣ ପଟ୍ଟନାୟକ। ଓଡ଼ିଶାର […]